ବହୁମୂର୍ଦ୍ଧା Bahumūrddhā

  • ସଂ. ବିଣ. (ବହୁବ୍ରୀହି; ବହୁ+ମୂର୍ଦ୍ଧନ୍; 1 ମା. 1 ବ.) — ଯାହାର ଅନେକଗୁଡ଼ିଏ ମୁଣ୍ଡ ଥାଏ — Having many heads; hydra headed
  • ସଂ. ବି — ବିଷ୍ଣୁ (ସହସ୍ରଶୀର୍ଷ ଥିବାରୁ) — Bishṇu