ବସୁମତୀ Basu matī

  • ସଂ. ବିଣ. ସ୍ତ୍ରୀ. (ବସୁ=ଧନ+ଅଛି ଅର୍ଥରେ ମତ୍+ସ୍ତ୍ରୀ. ଈ) — ଧନଶାଳିନୀ — Rich
  • ସଂ. ବି — ପୃଥିବୀ — The earth