ବସୁନ୍ଧରୀ Basundharī

  • ଦେ. ବି. ସ୍ତ୍ରୀ. (ସଂ. ବସୁନ୍ଧରା) — ପୃଥିବୀ
  • ଦେ. ବି. ସ୍ତ୍ରୀ. (ସଂ. ବସୁନ୍ଧରା) — ଅସୁର ଭୟେ ବସୁନ୍ଧରୀ ବ୍ରହ୍ମାଙ୍କୁ କଲା ଯେ ଗୁହାରି। ଭୂପତି. ପ୍ରେମପଞ୍ଚାମୃତ।