ବସୁମାନ୍ Basumān

  • ସଂ. ବିଣ. ପୁଂ (ବସୁ=ଧନ+ମତ୍; 1 ମା. 1 ବ) — ଧନବାନ୍ — Rich
  • ସଂ. ବି — ରାଜା — King
  • ସଂ. ବି — ନୃପବିଶେଷ — Name of a king
  • ସଂ. ବି — ଉତ୍ତର ଦେଶୀୟ ପୌରାଣିକ ପର୍ବତବିଶେଷ (ହି. ଶ) — Name of a mythological mountain