ବସୁମତୀ ଧର Basumatī dhara

  • ଦେ. ବି. (ବସୁମତୀ+ଧର) — ଭୂଧର; ପର୍ବତ — Mountain
  • ଦେ. ବି. (ବସୁମତୀ+ଧର) — ବସୁମତୀଧରରେ ଶ୍ରେଷ୍ଠ ସାର, ବୋଲାଇଲା ରବ ରାମବିହାର। ଭଞ୍ଜ, ବୈଦେହୀଶବିଳାସ।