ବସୁମାତା ଗାଧୁଆ Basumātā gādhuā

  • ଦେ. ବି — ରଜସଂକ୍ରାନ୍ତିର ପରବର୍ତ୍ତୀ 3 ୟ ଦିବସ ପ୍ରଭାତରେ ସମ୍ପାଦିତ ବସୁମତୀ ଦେବୀଙ୍କର ସ୍ନାନ ଉତ୍ସବବିଶେଷ; ଠାକକୁରାଣୀଗାଧୁଆ — ରଜସଂକ୍ରାନ୍ତିର ପରବର୍ତ୍ତୀ3ୟ ଦିବସ ପ୍ରଭାତରେ ସମ୍ପାଦିତ ବସୁମତୀ ଦେବୀଙ୍କର ସ୍ନାନ ଉତ୍ସବବିଶେଷ; ଠାକକୁରାଣୀଗାଧୁଆ— A ceremony performed on the 3rd day after Raja Saṁkrānti
  • ଦେ. ବି — [ଦ୍ର—ଆଷାଢ଼ ସଂକ୍ରାନ୍ତିରେ ପୃଥିବୀ ବା ବସୁମାତା ରଜସ୍ୱଳା ହୁଅନ୍ତି ଏବଂ 3 ଦିନ ପରେ ଘରେ ଗୋଟିଏ ସ୍ଥାନ ଲିପା ହୋଇ ମହାଲକ୍ଷ୍ମୀଙ୍କୁ ପୂଜା ଓ ବସୁମାତାଙ୍କୁ ସ୍ନାନ କରାଇବା ବିଧି ସମ୍ପାଦିତ ହୁଏ।] — [ଦ୍ର—ଆଷାଢ଼ ସଂକ୍ରାନ୍ତିରେ ପୃଥିବୀ ବା ବସୁମାତା ରଜସ୍ୱଳା ହୁଅନ୍ତି ଏବଂ3ଦିନ ପରେ ଘରେ ଗୋଟିଏ ସ୍ଥାନ ଲିପା ହୋଇ ମହାଲକ୍ଷ୍ମୀଙ୍କୁ ପୂଜା ଓ ବସୁମାତାଙ୍କୁ ସ୍ନାନ କରାଇବା ବିଧି ସମ୍ପାଦିତ ହୁଏ]