ବସୁନ୍ଧରା Basundharā

  • ସଂ. ବିଣ. (ବସୁ+ଧୃ ଧାତୁ+କର୍ତ୍ତୃ. ଅ+ସ୍ତ୍ରୀ. ଆ) — ଧନଧାରିଣୀ; ବସୁଧା — Containing riches
  • ସଂ. ବି — ବସୁଧା; ପୃଥିବୀ — The earth
  • ସଂ. ବି — 'ବସୁନ୍ଧରା' ର ସ୍ତ୍ରୀ — The wife of Kubera's attendant
  • ସଂ. ବି — ଶ୍ୱଫଳକଙ୍କ କନ୍ୟା ଓ କୃଷ୍ଣତନୟ ଶାମ୍ବଙ୍କ ଭାର୍ଯ୍ୟା (ହି. ଶ) — 2. The wife of a Kṛushṇa's son Ṡāmba
  • ଦେ. ବି — ବସୁଧାରା (ଦେଖ) — Basudhārā (See)