ବଳିଙ୍ଗ Baḻiṅga

  • ଦେ. ବି. — କଳିଙ୍ଗ ରାଜ୍ୟର ନିକଟବର୍ତ୍ତୀ ଏକ କ୍ଷୁଦ୍ର ରାଜ୍ୟ — A small kingdom near Kaḻiṅga
  • ଦେ. ବି. — [ଦ୍ର—ସାରଳା ମହାଭାରତରେ ଏହି ନାମ ବହୁଥର ଲିଖିତ ଅଛି।]