ବଳିଆର ଭୁଜ Baḻiāra bhuja

  • ଦେ. ବି (ସଂ. ବଳୀୟାନ+ ଭୁଜ) — ବଳିଷ୍ଠ ବାହୁ — Strong arms
  • ଦେ. ବିଣ. — ବଳିଷ୍ଠ ବାହୁଶାଳୀ — Having; strong arms
  • ଦେ. ବିଣ. — [ଦ୍ର—ଏ ଶବ୍ଦ ପ୍ରଭୁଙ୍କ ସମ୍ବୋଧନରେ ବ୍ୟବହାର କରାଯାଏ।]