ବଳିତ Baḻita

  • ସଂ. ବିଣ. (ବଳି=ପଳିତ ଚର୍ମ+ସଂଜାତ ଅର୍ଥରେ ଇତ) — କୁଞ୍ଚିତ; ବଳିଯୁକ୍ତ; ତ୍ରିବଳିଯୁକ୍ତ — Wrinkled; folded
  • ସଂ. ବିଣ. (ବଳି=ପଳିତ ଚର୍ମ+ସଂଜାତ ଅର୍ଥରେ ଇତ) — ବଳିବଳିକିଆ — Curled; shrivelled; rolled
  • ସଂ. ବିଣ. (ବଳି=ପଳିତ ଚର୍ମ+ସଂଜାତ ଅର୍ଥରେ ଇତ) — ଶ୍ଳଥ; ଧଡ଼ଧଡ଼ିଆ; ଲୋଳ; ଲୁଳିତ; ହୁଗୁଳା ହୋଇ ଝୁଲୁଥିବା — Slackened; flabby; flaccid
  • ସଂ. ବିଣ. (ବଳି=ପଳିତ ଚର୍ମ+ସଂଜାତ ଅର୍ଥରେ ଇତ) — ପରିବୃତ; ଆବେଷ୍ଟିତ (ହି. ଶ.) — Surrounded; encircled
  • ସଂ. ବିଣ. (ବଳି=ପଳିତ ଚର୍ମ+ସଂଜାତ ଅର୍ଥରେ ଇତ) — ଆଚ୍ଛାଦିତ (ହି. ଶ.) — Covered; enveloped
  • ଦେ. ବିଣ. — ଅଧିକତର; ସୁନ୍ଦରତର — Finer; more beautiful
  • ଦେ. ବିଣ. — ଅଭିନବ ରୂପ ବଳିତ କାମ—ଉଷା ଶିଶୁଶଙ୍କର।
  • ଦେ. ବିଣ. — ଜାତ — Produced; born; generated
  • ଦେ. ବିଣ. — ହରି ପରିରମ୍ଭ ସରସ ରସେଣ ବଳିତ ବହୁ ବିକାର। ପ୍ରାଚୀ ରସବାରିଧି।