ବଳିତା Baḻitā

  • ଦେ. ବି (ସଂ. ବଳିତ; ବର୍ତ୍ତିକା) — ଦୀପବର୍ତ୍ତି; ବତି; ଶଳିତା; ବଳା ଯାଇଥିବା କନା — Wic; rolled wick
  • ଦେ. ବି (ସଂ. ବଳିତ; ବର୍ତ୍ତିକା) — ଯେସନେ ପ୍ରଦୀପ ଜଳଇ ଘୃତ ବଳିତା ଯୋଗ ପାଇ—ଜଗନ୍ନାଥ ଭାଗବତ।
  • ଦେ. ବି (ସଂ. ବଳିତ; ବର୍ତ୍ତିକା) — ବଳା (ଯାଇଥିବା କନା ବା ତୁଳା — A roll or skein (of rag or cotton)
  • ଦେ. ବି (ସଂ. ବଳିତ; ବର୍ତ୍ତିକା) — କନ୍ଥା; କନାର ଟିକି ଟିକି ଖଣ୍ଡ — Rags; shrivelled up rags
  • ଦେ. ବି (ସଂ. ବଳିତ; ବର୍ତ୍ତିକା) — (ଯଥା—ଏ ଲୁଗା ଖଣ୍ଡ ଚିରିଯାଇ ବଳିତା ହୋଇଗଲାଣି।)
  • ଦେ. ବିଣ. — ବଳିତା ପରି ସରୁ ବା କ୍ଷୀଣ — Slender like a wick
  • ଦେ. ବିଣ. — (ଯଥା—ଖାଇବାକୁ ନ ପାଇ ତା ଦେହ ବଳିତା ହୋଇଗଲାଣି।)