ବଳିଆଇବା Baḻiāibā
- ଦେ. କ୍ରି. (ସଂ. ବଳ) — ବଳାଇବା (ଦେଖ); ଅତିରିକ୍ତ ହେବା — To exceed; to excel
- ଦେ. କ୍ରି. (ସଂ. ବଳ) — ସୁଭଦ୍ରାଙ୍କ ସୁତ ଅଭିମନ୍ୟୁ ତହିଁ ପଶିଗଲେ ସମସ୍ତ ବୀରଙ୍କୁ ବଳିଆଇ। କୃଷ୍ଣସିଂହ ମହାଭାରତ ଆଦି।
- ଦେ. କ୍ରି. (ସଂ. ବଳ) — ଅତିରିକ୍ତ କଥା କହିବା; ବିଶେଷ ଅନୁରୋଧ କରି କହିବା — To speak repeatedly or much
- ଦେ. କ୍ରି. (ସଂ. ବଳ) — ଝଳି ମୋର ମରଜିରେ ପୁଣି କେତେ ବଳିଆଇ କହୁ ଥାଉ। କବିସୂର୍ଯ୍ୟ—ସଙ୍ଗୀତ।
- ଦେ. କ୍ରି. (ସଂ. ବଳ) — ବଳି ପଡ଼ିବା; ଆଗ ବଳିଯିବା — To outdo; to surpass
- ଦେ. କ୍ରି. (ସଂ. ବଳ) — ବଳିଆଇଁ କହି ଆଗ ମୁହିଁ ତୁହି ମରିବୁ ପଛରେ। ଭଞ୍ଜ ବୈଦେହୀଶବିଳାସ।
- ଦେ. କ୍ରି. (ସଂ. ବଳ) — ବିଶେଷ ଭାବରେ ଜିଗର କରିବା — To insist; to persist; to importune
- ଦେ. କ୍ରି. (ସଂ. ବଳ) — ଆଉ ବଳିଆଇ କହିବା ମୋତେ ନୋହୁ। କୃଷ୍ଣସିଂହ ମହାଭାରତ ବନ ।
- ଦେ. କ୍ରି. (ସଂ. ବଳ) — ଅନାଦର କରିବା — To show disrespect; to treat unlovingly
- ଦେ. କ୍ରି. (ସଂ. ବଳ) — ଇନ୍ଦ୍ରଙ୍କୁ ବଳିଆଇ ଯାଗ ଭାଗ ମୁହିଁ ତୁମ୍ଭଙ୍କୁ ଦେବି ଏଥି ସନ୍ଦେହ ତ ନାହିଁ। କୃଷ୍ଣସିଂହ ମହାଭାରତ ବନ।
- ଦେ. କ୍ରି. (ସଂ. ବଳ) — ଲଙ୍ଘିବା; ଏଡ଼ିବା — To overstep; to avoid
- ଦେ. କ୍ରି. (ସଂ. ବଳ) — ବର ପାଇଥିବାରୁ ମୋତେ ବଳିଆଇ ଯିବାକୁ ତୁମ୍ଭର ଶକତି ହେଉ ନାହିଁ। କୃଷ୍ଣସିଂହ ମହାଭାରତ ବନ।