ବଳିଣ Baḻiṇa

  • ଦେ. ବିଣ. — ବଳି ହୋଇଥିବା — Twisted
  • ଦେ. ବିଣ. — ଦୃଢ଼ ଓ ବର୍ତ୍ତୁଳ — Round and strong; muscular
  • ଦେ. ବିଣ. — ବଳିଣ ଭୁଜେ (ସେ) ମର୍କତେ ରାଜେ ଅଙ୍ଗଦ କଙ୍କଣ ବେନି କରେ ବିରାଜେ। ପ୍ରାଚୀ ରହସ୍ୟମଞ୍ଜରୀ।