ବରାବରି Barābari

  • ବୈଦେ. ଅ ଓ ବିଣ.—(ଆ. ବରାବରୀ=ସମାନତା) — ବରାବର (ଦେଖ) — Barābara (See)
  • ବି. — ସମାନତା; ତୁଲ୍ୟତା — Equality; similarity
  • ବି. — ସାମ୍ମୁଖ୍ୟ — Front