ବରାଦିଚେକ୍ Barādichek

  • ବୈଦେ. ବି (କଚିରିଆ)—(ଆ. ବରାତୀ+ଇଂ. ଚେକ୍) — ଯେଉଁ ଚେକ୍ଦ୍ୱାରା କୌଣସି ବ୍ୟକ୍ତିଙ୍କୁ କିମ୍ବା ତାଙ୍କ ଆଦେଶ ଅନୁସାରେ ଟଙ୍କା ଦିଆଯିବାପାଇଁ ଲେଖାଯାଇଥାଏ — A cheque payable to order