ବରାଭୟ ଦାତା Barābhaya dātā

  • ସଂ. ବିଣ. ପୁଂ—(ବର+ଅଭୟ+ଦାତା; ଦ୍ୱନ୍ଦ୍ୱ ଓ 6 ଷ୍ଠୀ ତତ୍) — ଯେ (ପ୍ରଭୁ ବା ଦେବତା) ଆଶ୍ରିତ ବ୍ୟକ୍ତିକୁ ବର ଓ ଅଭୟ ପ୍ରଦାନ କରନ୍ତି — Granting a boon and assurance of safety to a supplicant