ବରାବରେଷୁ Barābareshu
- ଦେ. କ୍ରି. ବିଣ (କଚିରିଆ) — (ପାରସୀ ଶବ୍ଦ ବରୋବର୍ ବା ବରାବର ସଙ୍ଗେ ସଂସ୍କୃତ 7 ମୀ ବିଭକ୍ତି ବହୁବଚନର ପ୍ରତ୍ୟୟ 'ସୁ' (ଏଷୁ) ଯୋଗ—ସମୀପେଷୁ; ସମୀପକୁ; ସନ୍ନିଧାନକୁ — (ପାରସୀ ଶବ୍ଦ ବରୋବର୍ ବା ବରାବର ସଙ୍ଗେ ସଂସ୍କୃତ7ମୀ ବିଭକ୍ତି ବହୁବଚନର ପ୍ରତ୍ୟୟ 'ସୁ' (ଏଷୁ) ଯୋଗ—ସମୀପେଷୁ; ସମୀପକୁ; ସନ୍ନିଧାନକୁ—To
- ଦେ. କ୍ରି. ବିଣ (କଚିରିଆ) — (ଯଥା—ଏ ପତ୍ର ଶ୍ରୀହଜୁରଙ୍କ ବରାବରେଷୁ।)
- ଦେ. କ୍ରି. ବିଣ (କଚିରିଆ) — [ଦ୍ର—ଏହା ପତ୍ରାଦିର ଶିରୋନାମାରେ ଲେଖାଯାଏ।]