ବରାବାଦ୍ Barābad
- ବୈଦେ. ବି—(ଫା.ବରବାଦୀ=ନାଶ; ବିନାଶ) — ଲୋକସାନ୍; କ୍ଷତି — Loss
- ବୈଦେ. ବି—(ଫା.ବରବାଦୀ=ନାଶ; ବିନାଶ) — ଅପବ୍ୟୟ — Squandering
- ବୈଦେ. ବି—(ଫା.ବରବାଦୀ=ନାଶ; ବିନାଶ) — ଅପଚୟ — Waste
- ବିଣ (ଫା. ବରବାଦ୍) — ବିନଷ୍ଟ — Lost
- ବିଣ (ଫା. ବରବାଦ୍) — କ୍ଷତି— ଗ୍ରସ୍ତ — Put to loss
- ବିଣ (ଫା. ବରବାଦ୍) — ଅପବ୍ୟୟିତ — Squandered
- ବିଣ (ଫା. ବରବାଦ୍) — ଅପଚୟିତ — Wasted