ବରାବର Barābara

  • ବୈଦେ. ଅ. (ଫା. ବରାବର) — ପରି; ତୁଲ୍ୟ; ସଦୃଶ; ସମଭାବରେ — Alike; like
  • ବୈଦେ. ଅ. (ଫା. ବରାବର) — ତରାବର କିରଣ ବରାବର ତରଣ ନଖାଂଶୁ ସୁରଗଣ ଶିଖାଭରଣ ହେ। କବିସୂର୍ଯ୍ୟ. କିଶୋରୀଚମ୍ପୂ।
  • ବୈଦେ. ଅ. (ଫା. ବରାବର) — ସମାନ ଭାବରେ — Uniformly; equally
  • ବୈଦେ. ଅ. (ଫା. ବରାବର) — କ୍ଷୀର ନୀର ସୁଧାଂଶୁ କୈରବ ବାରି ମୀନ ବରାବରେ କ୍ଷେପିବା। କବିସୂର୍ଯ୍ୟ. ରତ୍ନାକରଚମ୍ପୂ।
  • ବୈଦେ. ଅ. (ଫା. ବରାବର) — ସଙ୍ଗେ ସଙ୍ଗେ ବା ସମାନ୍ତର ଭାବରେ — A breast; running parallel to
  • ବୈଦେ. ଅ. (ଫା. ବରାବର) — ଏକଦମ୍ — At once
  • ବୈଦେ. ଅ. (ଫା. ବରାବର) — ସମ୍ମୁଖରେ — In front
  • ବୈଦେ. ଅ. (ଫା. ବରାବର) — ସମ୍ପୂର୍ଣ୍ଣରୂପେ — Fully; completely
  • ବୈଦେ. ଅ. (ଫା. ବରାବର) — ବିଭୀଷଣକୁ ବିଶ୍ୱାସ କରିବାକୁ ସୁଗ୍ରୀବ ବରାବର ମନା କଲା। ନୀଳକଣ୍ଠ—ପିଲାଙ୍କ ରାମାୟଣ।
  • ବୈଦେ. ଅ. (ଫା. ବରାବର) — ସିଧା ସିଧା; ଏକ ରେଖାରେ — Straight way; directly; in a line
  • ବୈଦେ. ଅ. (ଫା. ବରାବର) — ଅନବଚ୍ଛିନ୍ନରୂପେ; ସଦା— ସର୍ବଦା — Continually; always; all along
  • ବୈଦେ. ଅ. (ଫା. ବରାବର) — ମୂଳରୁ ଶେଷ ପର୍ଯ୍ୟନ୍ତ — From beginning. to end