ବନ୍ଧୂର Bandhūra
- ସଂ. ବିଣ—(ବନ୍ଧ୍ ଧାତୁ+କର୍ତ୍ତ. ଉର; ଊର) — ଉନ୍ନତାବନତ; ଉଚ୍ଚାବଚ; ଆବୁଡ଼ା ଖାବୁଡ଼ା; ଖାଲ ଢିପ; ଅମସୃଣ — Uneven; undulting; wavy; rough
- ସଂ. ବିଣ—(ବନ୍ଧ୍ ଧାତୁ+କର୍ତ୍ତ. ଉର; ଊର) — ବଧିର — Deaf
- ସଂ. ବିଣ—(ବନ୍ଧ୍ ଧାତୁ+କର୍ତ୍ତ. ଉର; ଊର) — ରମ୍ୟ; ସୁନ୍ଦର — Beautiful
- ସଂ. ବିଣ—(ବନ୍ଧ୍ ଧାତୁ+କର୍ତ୍ତ. ଉର; ଊର) — କ୍ଷତିଜନକ — Harmful
- ସଂ. ବିଣ—(ବନ୍ଧ୍ ଧାତୁ+କର୍ତ୍ତ. ଉର; ଊର) — ନମ୍ର; ବିନୀତ — Humble
- ସଂ. ବି — ବିହଙ୍ଗ; ପକ୍ଷୀ — Bird
- ସଂ. ବି — ବକ; ବଗ — Paddy-bird
- ସଂ. ବି — ହଂସ — Duck; gander
- ସଂ. ବି — ମୁକୁଟ — Crown; diadem
- ସଂ. ବି — କକଡ଼ା— ଶୃଙ୍ଗୀ (ହି. ଶ.) (ଦେଖ) — Kakaṟḍ̠āṡṛuṅgī (See)
- ସଂ. ବି — ବଧୁଲି ଫୁଲ (ହି. ଶ.) (ଦେଖ) — Badhuli (See)
- ସଂ. ବି — ଗର୍ତ୍ତ; ଗାତ — , Den; hole