ବନ୍ଧୁଳ Bandhuḻa

  • ସଂ. ବି. ପୁଂ — ବେଧପିଲା; ଦୁରାଚାରିଣୀ ସ୍ତ୍ରୀଠାରୁ ଉତ୍ପନ୍ନ ସନ୍ତାନ (ହି. ଶ) — Bastard
  • ସଂ. ବି. ପୁଂ — ବେଶ୍ୟା— ପୁତ୍ର — Whoreson
  • ସଂ. ବିଣ — ସୁନ୍ଦର (ହି. ଶ) — Beautiful
  • ସଂ. ବିଣ — ନମ୍ର (ହି. ଶ) — Humble