ବନ୍ଧୂରା Bandhūrā

  • ସଂ. ବି. ସ୍ତ୍ରୀ—(ବନ୍ଧୁର+ସ୍ତ୍ରୀ. ଆ) — କୁଳଟା; ପୁଂଶ୍ଚଳୀ — Adulteress; unchaste woman
  • ସଂ. ବିଣ — 'ବନ୍ଧୁର' ର ସ୍ତ୍ରୀଲିଙ୍ଗ — Feminine of Bandhura