ବନ୍ଧୁତ୍ୱ Bandhutwa
- ସଂ. ବି. (ବନ୍ଧୁ+ଭାବାର୍ଥେ ତା, ତ୍ୱ) — ବନ୍ଧୁଭାବ; ମିତ୍ରତା — Friendship
- ସଂ. ବି. (ବନ୍ଧୁ+ଭାବାର୍ଥେ ତା, ତ୍ୱ) — ପ୍ରଣୟ — Attachment
- ସଂ. ବି. (ବନ୍ଧୁ+ଭାବାର୍ଥେ ତା, ତ୍ୱ) — ଘନିଷ୍ଠତା; ସଂଶ୍ରବ — Intimacy
- ସଂ. ବି. (ବନ୍ଧୁ+ଭାବାର୍ଥେ ତା, ତ୍ୱ) — ବାନ୍ଧବ ସମ୍ପର୍କ — Relationship
- ସଂ. ବି. (ବନ୍ଧୁ+ଭାବାର୍ଥେ ତା, ତ୍ୱ) — (+ସମୂହାର୍ଥେ ତା) ବନ୍ଧୁ ସମୂହ। — Friends