ବନ୍ଧେଇବା Bandheibā
- ଦେ. କ୍ରି. (ବନ୍ଧ୍ ଧାତୁର ଣିଚ୍) — ବାନ୍ଧିବା କ୍ରିୟାର ଣିଜନ୍ତ ରୂପ — causative of Bāndhibā
- ଦେ. କ୍ରି. (ବନ୍ଧ୍ ଧାତୁର ଣିଚ୍) — ବନ୍ଧ ପକାଇବା — To raise a dam or dyke
- ଦେ. କ୍ରି. (ବନ୍ଧ୍ ଧାତୁର ଣିଚ୍) — ବୋହି ଗଲା ପାଣି ଯାଉ ତେଣିକି, ବନ୍ଧେଇଲା ପାଣି ରହୁ ଅଟକି —ଢଗ।