ବନ୍ଧ୍ (ଧାତୁ) Bandh (root)

  • ସଂ — ବାନ୍ଧିବା — To bind; to tie
  • ସଂ — ଅଟକ କରି ରଖିବା — To restrain
  • ପ୍ରାଦେ. (ସମ୍ବଲପୁର) ବି. — ପୋଖରୀ; ପୁଷ୍କରିଣୀ — Tank