ଫେଣ Pheṇa

  • ଦେ. ବି. (ସଂ. ଫେନ; ଫେଣ) — ଫେନ; ଦ୍ରବ ପଦାର୍ଥ ଉପରେ ଭାସୁଥିବା ବୁଦ୍ବୁଦ — Froth; foam; scum
  • ଦେ. ବି. (ସଂ. ଫେନ; ଫେଣ) — ପାଟିରୁ ବାହାରିବା ବଚ — Froth issuing from the mouth
  • ଦେ. ବି. (ସଂ. ଫେନ; ଫେଣ) — ହିଣ୍ଡୀର; ସମୁଦ୍ରଫେଣ; ଏକପ୍ରକାର ମାଛର କଙ୍କାଳ — The bone of the cuttle fish; meerschaum
  • ଦେ. ବି. (ସଂ. ଫେନ; ଫେଣ) — (ସଂ. ଫଣ) ସାପର ଫଣା — The expanded hood of a serpent