ଫେଡ଼ି କହିବା Pheṟḍ̠i kahibā

  • ଦେ. କ୍ରି. — ଖୋଲି କହିବା; ସ୍ପଷ୍ଟ ରୂପେ ବୁଝାଇ କହିବା — To speak clearly
  • ଦେ. କ୍ରି. — କଥାଏ ପଚାରିବି ତୋତେ ଫେଡ଼ି କହିବ ମୋ ଅଗ୍ରତେ। ପ୍ରାଚୀ. ନିର୍ଗୁଣ ମାହାତ୍ମ୍ୟ।