ଫେଣା Pheṇā
- ଦେ. ବି. (ସଂ. ଫଣା) — ସର୍ପର ଫଣା — Serpent's hood
- ଦେ. ବି. (ସଂ. ଫଣା) — କଦଳୀ କାନ୍ଧିରେ ଥିବା କଦଳୀର ପେନ୍ଥା — A cluster of plantain fruits in a big bunch
- ଦେ. ବି. (ସଂ. ଫଣା) — ମଧୁଚକ୍ର; ମହୁମାଛି ତିଆରି କରିଥିବା କୋଷ — Bee hive
- ଦେ. ବି. (ସଂ. ଫଣା) — 4 (ସଂ. ଫେନ) ତରଳୀକୃତ ଗୁଡ଼ ବା ନବାତ ଢଳା ହୋଇ ପ୍ରସ୍ତୁତ ହେଇଥିବା ବୁଦ୍ବୁଦମୟ ମିଷ୍ଟାନ୍ନ ବିଶେଷ — 4(ସଂ. ଫେନ) ତରଳୀକୃତ ଗୁଡ଼ ବା ନବାତ ଢଳା ହୋଇ ପ୍ରସ୍ତୁତ ହେଇଥିବା ବୁଦ୍ବୁଦମୟ ମିଷ୍ଟାନ୍ନ ବିଶେଷ— 4.(ସଂ. ଫାଣିତ)A bloated ball made of boiled sugar
- ଦେ. ବି. (ସଂ. ଫଣା) — କନ୍ଦ; ମିଶିରି; ଫେଣା, ଖଜା ହୁଏ। ପ୍ରାଚୀ. ପଦଚେଗୀତା।
- ବିଣ — ଫେନଯୁକ୍ତ — Frothy
- କ୍ରି — ଫେଣାଇବା (ଦେଖ) — Pheṇāibā(See)