ଫେଡ଼ିବା Pheṟḍ̠ibā
- ଦେ. କ୍ରି. (ସଂ. ସ୍ଫୁଟ; ସ୍ଫିଟ୍ ବା ଫିଟ୍ ଧାତୁ ଣିଚ୍ ବା ଫେଟ୍ ଧାତୁ) — ଦୂର କରିବା — To remove
- ଦେ. କ୍ରି. (ସଂ. ସ୍ଫୁଟ; ସ୍ଫିଟ୍ ବା ଫିଟ୍ ଧାତୁ ଣିଚ୍ ବା ଫେଟ୍ ଧାତୁ) — ଫେଡନ୍ତୁ ତୋ କଷ୍ଟ ସୁଖ ଦେଇ ଅଷ୍ଟ— ଶ୍ରୁତି ଏ ଆମ୍ଭ ବାଞ୍ଛିତ। କବିସୂର୍ଯ୍ୟ. କିଶୋରୀଚମ୍ଫୂ. ଫ. ଗୀତ।
- ଦେ. କ୍ରି. (ସଂ. ସ୍ଫୁଟ; ସ୍ଫିଟ୍ ବା ଫିଟ୍ ଧାତୁ ଣିଚ୍ ବା ଫେଟ୍ ଧାତୁ) — ବିୟୋଗ କରିବା; ଏକ ରାଶିରୁ ଅନ୍ୟ ରାଶିକୁ ବାଦ୍ ଦେବା — To subtract
- ଦେ. କ୍ରି. (ସଂ. ସ୍ଫୁଟ; ସ୍ଫିଟ୍ ବା ଫିଟ୍ ଧାତୁ ଣିଚ୍ ବା ଫେଟ୍ ଧାତୁ) — ଫେଇବା; ଫିଟାଇବା; ଖୋଲିବା — To open
- ଦେ. କ୍ରି. (ସଂ. ସ୍ଫୁଟ; ସ୍ଫିଟ୍ ବା ଫିଟ୍ ଧାତୁ ଣିଚ୍ ବା ଫେଟ୍ ଧାତୁ) — ଫେଡୁ ମୁଁ ନୀବିବନ୍ଧନ, ଧନ। ଭଞ୍ଜ. ପ୍ରେମସୁଧାନିଧି।
- ଦେ. କ୍ରି. (ସଂ. ସ୍ଫୁଟ; ସ୍ଫିଟ୍ ବା ଫିଟ୍ ଧାତୁ ଣିଚ୍ ବା ଫେଟ୍ ଧାତୁ) — ମୁକ୍ତ କରିବା — To liberate; to release
- ଦେ. କ୍ରି. (ସଂ. ସ୍ଫୁଟ; ସ୍ଫିଟ୍ ବା ଫିଟ୍ ଧାତୁ ଣିଚ୍ ବା ଫେଟ୍ ଧାତୁ) — ମୋକ୍ଷଣ କରିବା; ତ୍ୟାଗ କରିବା — To give up
- ଦେ. କ୍ରି. (ସଂ. ସ୍ଫୁଟ; ସ୍ଫିଟ୍ ବା ଫିଟ୍ ଧାତୁ ଣିଚ୍ ବା ଫେଟ୍ ଧାତୁ) — ଲାଘବ କରିବା; ମୋଚନ କରିବା — To lessen; to relieve
- ଦେ. କ୍ରି. (ସଂ. ସ୍ଫୁଟ; ସ୍ଫିଟ୍ ବା ଫିଟ୍ ଧାତୁ ଣିଚ୍ ବା ଫେଟ୍ ଧାତୁ) — ଆହେ କୃଷ୍ଣ ! ଆର୍ତ୍ତତ୍ରାଣ ତୁମ୍ଭେ ହୋଇ ଏ ଆରତ ଆମ୍ଭର ଫେଡିଲ ତ ନାହିଁ। କୃଷ୍ଣସିଂହ. ମହାଭାରତ. ସଭା।
- ଦେ. କ୍ରି. (ସଂ. ସ୍ଫୁଟ; ସ୍ଫିଟ୍ ବା ଫିଟ୍ ଧାତୁ ଣିଚ୍ ବା ଫେଟ୍ ଧାତୁ) — (ହୃଦ୍ଗତ ଭାବକୁ) ସ୍ପଷ୍ଟ ରୂପେ ପ୍ରକାଶ କରିବା — To speak out plainly of frankly; to express
- ଦେ. କ୍ରି. (ସଂ. ସ୍ଫୁଟ; ସ୍ଫିଟ୍ ବା ଫିଟ୍ ଧାତୁ ଣିଚ୍ ବା ଫେଟ୍ ଧାତୁ) — କୁମୁଦିନୀ ହୃଦ ଫେଡ଼େ ବିଶ୍ୱବନ୍ଦ୍ୟା ଚନ୍ଦ୍ରିକା ସୁନ୍ଦରୀ ପାଶେ। ରାଧାନାଥ ପାର୍ବତୀ।
- ଦେ. କ୍ରି. (ସଂ. ସ୍ଫୁଟ; ସ୍ଫିଟ୍ ବା ଫିଟ୍ ଧାତୁ ଣିଚ୍ ବା ଫେଟ୍ ଧାତୁ) — ଅନ୍ତର୍ଦୃଷ୍ଟିର ପ୍ରୟୋଗରେ ଜାଣିବା — To know by insight or instinct