ଫେଣି Pheṇi

  • ଦେ. ବି—(ସଂ. ଫେନକ) — ଗୁଡ଼ ବା କନ୍ଦକୁ ଆଉଟି ଢାଳିବା ଦ୍ୱାରା ପ୍ରସ୍ତୁତ ମିଷ୍ଟାନ୍ନ; ବିଶେଷ ଫେଣା — Bloated sugar cake
  • ଦେ. ବି—(ସଂ. ଫେନକ) — (ସଂ. ଫେନିକା) ଚିନି ଓ ଅଟାରେ ପ୍ରସ୍ତୁତ ସ୍ତର ସ୍ତର ଯୁକ୍ତ ମିଷ୍ଟାନ୍ନ ବିଶେଷ; ଫେନିକା (ଦେଖ) — A sweetmeat consisting of layers of kneaded flour fried in ghee