ଫେଡ଼େଇବା Pheṟḍ̠eibā
- ଦେ. କ୍ରି. (ସଂ. ସ୍ଫିଟ୍ ବା ଫିଟ୍ ଧାତୁ ଣିଚ=ସ୍ପେଟ ବା ଫେଟ୍ ଧାତୁ) — (ଫେଡ଼ିବା କ୍ରିୟାର ଣିଜନ୍ତ ରୂପ — The causative form of 'Pheṟḍ̠ibā')
- ଦେ. କ୍ରି. (ସଂ. ସ୍ଫିଟ୍ ବା ଫିଟ୍ ଧାତୁ ଣିଚ=ସ୍ପେଟ ବା ଫେଟ୍ ଧାତୁ) — ଅନ୍ୟ ବ୍ୟକ୍ତିଦ୍ୱାରା ଫେଡ଼ିବା କ୍ରିୟା କରାଇବା — To cause to subtract
- ଦେ. କ୍ରି. (ସଂ. ସ୍ଫିଟ୍ ବା ଫିଟ୍ ଧାତୁ ଣିଚ=ସ୍ପେଟ ବା ଫେଟ୍ ଧାତୁ) — ଅନ୍ୟଦ୍ୱାରା ଫିଟାଇବା — To cause to be opened or unlocked
- ଦେ. କ୍ରି. (ସଂ. ସ୍ଫିଟ୍ ବା ଫିଟ୍ ଧାତୁ ଣିଚ=ସ୍ପେଟ ବା ଫେଟ୍ ଧାତୁ) — ସାତ କବାଟ ଫେଡାଇଲା ଅନ୍ଧାର ଘରକୁ ଚାଁହିଲା। ଜଗନ୍ନାଥ. ଭାଗବତ।