ଫାଙ୍କି Phāṅki
- ଦେ. ବି. (ସଂ. ଫକ୍କିକା) — ପ୍ରତାରଣା; ଛଳନା — Fraud; trick; deception
- ଦେ. ବି. (ସଂ. ଫକ୍କିକା) — ଧପ୍ପାବାଜୀ — Throwing dust in the eyes of others
- ଦେ. ବି. (ସଂ. ଫକ୍କିକା) — ଚାତୁରୀ — Cunning
- ଦେ. ବି. (ସଂ. ଫକ୍କିକା) — ଭଣ୍ଡିବା — Evasion
- ଦେ. ବି. (ସଂ. ଫକ୍କିକା) — ମାୟା — Illusion
- ଦେ. ବି. (ସଂ. ଫକ୍କିକା) — କୂଟ ତର୍କ — Sophistry.; sophison
- ଦେ. ବି. (ସଂ. ଫକ୍କିକା) — (ଔଷଧରୂପେ ବ୍ୟବହୃତ) ଶୁଣ୍ଠି ପିପ୍ପଳୀ ଆଦିର ଚୂର୍ଣ୍ଣ — Powdered drugs used as medicine
- ଦେ. ବି. (ସଂ. ଫକ୍କିକା) — ଚୂର୍ଣ୍ଣ; ଚୁନା — Powdered substance
- ଦେ. ବି. (ସଂ. ଫକ୍କିକା) — (ପାନ ବରଜୀ) ମାଟି ଦୋଷରୁ ଲଟାମୂଳ ଗଣ୍ଠିରେ ଫୁଲ ଫୁଟିବା ଦ୍ୱାରା ପାନ ଲତା ଛିଣ୍ଡି ଯିବା
- ଦେ. ବି. (ସଂ. ଫକ୍କିକା) — ତୁରୁଡ଼ୁ — Brozen facedness
- ଦେ. ବିଣ — ପ୍ରତାରଣାପୂର୍ଣ୍ଣ — Evasive
- ଦେ. ବିଣ — (ଯଥା—ଫାଙ୍କି ଉତ୍ତର।)