ଫାଙ୍କଡ଼ାମି Phāṅkaṟḍ̠āmi

  • ଦେ. ବି. (ବଙ୍ଗଳାରୁ ଅନୁକୃତ) — ପ୍ରତାରଣା — Fraud
  • ଦେ. ବି. (ବଙ୍ଗଳାରୁ ଅନୁକୃତ) — ଛଳନା — Feigning
  • ଦେ. ବି. (ବଙ୍ଗଳାରୁ ଅନୁକୃତ) — ଦାମ୍ଭିକତା — 6. Audacity
  • ଦେ. ବି. (ବଙ୍ଗଳାରୁ ଅନୁକୃତ) — ଅବାଧ୍ୟକତା — Insubordination