ଫାଜଲାମି Phājalāmi

  • ଦେ. ବି. (ମନ୍ଦ ଅର୍ଥରେ ବ୍ୟବହୃତ) — ଧୃଷ୍ଟତା — Forwardness; arrogance
  • ଦେ. ବି. (ମନ୍ଦ ଅର୍ଥରେ ବ୍ୟବହୃତ) — ପ୍ରଗଲ୍ଭତା — Garrulity; loquacity
  • ଦେ. ବି. (ମନ୍ଦ ଅର୍ଥରେ ବ୍ୟବହୃତ) — ଚତୁରତା; ଚଲାଖୀ — Cleverness