ଫାଙ୍କି ଦେବା Phāṅki debā

  • ଦେ. କ୍ରି — ଧପ୍ପା ମାରିବା — To deceive
  • ଦେ. କ୍ରି — ଭଣ୍ଡି ଦେବା — To evade
  • ଦେ. କ୍ରି — ଛଳନା କରିବା — To feign
  • ଦେ. କ୍ରି — ପରର ଆଖିରେ ଧୂଳି ପକାଇବା — To throw dust in the eyes of others
  • ଦେ. କ୍ରି — ଅବାଧ୍ୟତା ଦେଖାଇବା — To show insubordination