ଫାଙ୍କିବା Phāṅkibā

  • ଦେ. କ୍ରି — ମିଥ୍ୟା କଥା କହି ଠକି ଦେବା — To cheat (a person) by falsehood
  • ଦେ. କ୍ରି — ଚୂନ ଖାଦ୍ୟ ଦ୍ୱାରା ମୁଖ ପୂର୍ଣ୍ଣ କରିବା ଓ ତାହା ଚୋବାଇବା — To chew a powdered eatable
  • ଦେ. କ୍ରି — (ଯଥା— ଚାଉଳଭଜା ଚୂନାକୁ ଘଣ୍ଟେ ହେଲା ସେ ଫାଙ୍କୁଛି।)