ଫାଙ୍କଡ଼ାମି ମାରିବା Phāṅkaṟḍ̠āmi māribā
- ଦେ. କ୍ରି — ମିଛ କହି ଠକିବା — ,. To deceive by false statement
- ଦେ. କ୍ରି — କାମଦାମ ନ କରି ଉପର— ଠାଉରିଆ ହେଇ ବୁଲି କାର୍ଯ୍ୟ କରୁଥିବା ପରି ଦେଖେଇହେବା — To show one's self off without substantially doing anything
- ଦେ. କ୍ରି — ଛଳନା କରିବା — To feign