ପ୍ରାଣନ Prāṇana
- ସଂ. ବି. (ପ୍ର+ଅନ୍ ଧାତୁ=ବଞ୍ଚିବା+ଭାବ. ଅନ) — ଜୀବନଧାରଣ — Living
- ସଂ. ବି. (ପ୍ର+ଅନ୍ ଧାତୁ=ବଞ୍ଚିବା+ଭାବ. ଅନ) — ପ୍ରାଣ; ଜୀବନ — lIfe
- ସଂ. ବି. (ପ୍ର+ଅନ୍ ଧାତୁ=ବଞ୍ଚିବା+ଭାବ. ଅନ) — ଗଳଦେଶ (ପ୍ରକୃତିବାଦ) — Throat; neck
- ସଂ. ବି. (ପ୍ର+ଅନ୍ ଧାତୁ=ବଞ୍ଚିବା+ଭାବ. ଅନ) — ଜଳ; ପାଣି; (ହି. ଶ.) — Water
- ସଂ. ବି. (ପ୍ର+ଅନ୍ ଧାତୁ=ବଞ୍ଚିବା+ଭାବ. ଅନ) — ବଞ୍ଚିଥିବାର ଚିହ୍ନ ଦେଖାଇବା (ହି. ଶ.)