ପ୍ରାଣଧନ Prāṇadhana

  • ସଂ. ବିଣ. ( 6 ଷ୍ଠୀ ତତ୍; ପ୍ରାଣ+ଧନ) — ଜୀବନସର୍ବସ୍ୱ — As dear as one's life; one's beloved
  • ଦେ. ବି. (ପୁଂ. ଓ ସ୍ତ୍ରୀ) — ପ୍ରିୟତମ ବ୍ୟକ୍ତି — One's dearest person
  • ଦେ. ବି. (ପୁଂ. ଓ ସ୍ତ୍ରୀ) — ପୁଂ—ପୁରୁଷଙ୍କ ନାମ — A name given to males