ପ୍ରାଣବନ୍ଧୁ Prāṇabandhu

  • ସଂ. ବି. ପୁଂ. ଓ ସ୍ତ୍ରୀ ( 6 ଷ୍ଠୀ ତତ୍) — ପ୍ରିୟତମ ବ୍ୟକ୍ତି — A beloved person; dearest friend
  • ଦେ. ବି. (ପୁଂ.) — ଲୋକଙ୍କ ନାମ — A name given to males