ପ୍ରାଣବନ୍ଧୁଆ Prāṇa bandhuā

  • ଦେ. ବି. ପୁଂ. ଓ ସ୍ତ୍ରୀ — ପ୍ରାଣପରି ପ୍ରିୟତମ ବ୍ୟକ୍ତି — Dearest friend
  • ଦେ. ବି. ପୁଂ. ଓ ସ୍ତ୍ରୀ — ଆନତ ଅନାଉଛୁ ନୂଆରେ ପ୍ରାଣବନ୍ଧୁଆ। ସଙ୍ଗୀତ।