ପ୍ରାଣଦାନ Prāṇadāna

  • ସଂ. ବି. ( 6 ଷ୍ଠୀ ତତ୍; ପ୍ରାଣ+ଦାନ) — ଅନ୍ୟର ଜୀବନ ରକ୍ଷା — Saving of a person's life
  • ସଂ. ବି. ( 6 ଷ୍ଠୀ ତତ୍; ପ୍ରାଣ+ଦାନ) — ଅନ୍ୟ ପାଇଁ ନିଜର ଜୀବନ ଉତ୍ସର୍ଗ — Sacrifice of one's life for another