ପ୍ରମଥା Pramathā

  • ସଂ. ବି. (ପ୍ର+ମଥ୍ ଧାତୁ+ଭାବ. ଅ+ଆ) — ପୀଡ଼ା — Torture
  • ସଂ. ବି. (ପ୍ର+ମଥ୍ ଧାତୁ+ଭାବ. ଅ+ଆ) — (+ କର୍ତ୍ତୃ. ଅ+ଆ) ହରିଡ଼ା (ହି. ଶ.) — Myrobalan