ପ୍ରମଥିତ Pramathita

  • ସଂ. ବିଣ. (ପ୍ର+ମଥିତ) — ବିଲୋଡ଼ିତ — Churned; kneaded; agitated
  • ସଂ. ବିଣ. (ପ୍ର+ମଥିତ) — କ୍ଳେଶିତ; ଉତ୍ପୀଡ଼ିତ — Oppressed
  • ସଂ. ବିଣ. (ପ୍ର+ମଥିତ) — ମର୍ଦ୍ଦିତ — Rubbed; bruised
  • ସଂ. ବିଣ. (ପ୍ର+ମଥିତ) — ଚୂର୍ଣ୍ଣିତ — Pounded
  • ସଂ. ବି — ନିର୍ଜଳ ଘୋଳଦହି (ହି. ଶ.) — Unwatered churned curd