ପ୍ରଭ୍ରଷ୍ଟକ Prabhrashṭaka

  • ସଂ. ବି. (ପ୍ରଭ୍ରଷ୍ଟ+କ) — ଶିଖାବଲମ୍ବିନୀ ମାଳା (ହି. ଶ.) — A garland put round the head; chaplet
  • ସଂ. ବି. (ପ୍ରଭ୍ରଷ୍ଟ+କ) — ମୁଣ୍ଡରୁ ତଳକୁ ଝୁଲୁଥିବା ମାଳା (ହି. ଶ.) — A garland hanging from the head