ପ୍ରଭ୍ରଷ୍ଟ Prabhrashṭa

  • ସଂ. ବି. (ପ୍ର+ଭ୍ରଂସ୍ ଧାତୁ+କର୍ମ. ତ) — ଧ୍ୱଂସପ୍ରାପ୍ତ; ବିନଷ୍ଟ — Ruined; destroyed
  • ସଂ. ବି. (ପ୍ର+ଭ୍ରଂସ୍ ଧାତୁ+କର୍ମ. ତ) — (+ କର୍ତ୍ତୃ. ତ) ଚ୍ୟୁତ; ପତିତ — Fallen
  • ସଂ. ବି. (ପ୍ର+ଭ୍ରଂସ୍ ଧାତୁ+କର୍ମ. ତ) — ଭଗ୍ନ — Broken