ପ୍ରମଥାଳୟ Pramathāḻaya

  • ସଂ. ବି. ( 6 ଷ୍ଠୀ ତତ୍; ପ୍ରମଥ+ଆଳୟ) — ଦୁଃଖ ବା ଯନ୍ତ୍ରଣା ଦିଆଯିବାର ସ୍ଥାନ — A place of torture
  • ସଂ. ବି. ( 6 ଷ୍ଠୀ ତତ୍; ପ୍ରମଥ+ଆଳୟ) — ନରକ (ହି. ଶ.) — Hell