ପ୍ରମଦ Pramada
- ସଂ. ବି. — [ପ୍ର+ମଦ୍ ଧାତୁ=ହୃଷ୍ଟ ହେବା, ମତ୍ତ ହେବା+ ଅ]
- ସଂ. ବି. — (+ କରଣ. ଅ) ଧାତୁରା ଫୁଲ — The Dhāturā flower
- ସଂ. ବି. — (+ କର୍ତ୍ତୃ. ଅ) ଦୈତ୍ୟବିଶେଷ — Name of a demon
- ସଂ. ବି. — (+ ଭାବ. ଅ) ଆନନ୍ଦ; ହର୍ଷ — Delight; rapture; joy
- ସଂ. ବି. — ମତ୍ତତା — Madness; intoxication
- ସଂ. ବି. — (ନାମ) ବଶିଷ୍ଠଙ୍କର ଏକ ପୁତ୍ର (ହି. ଶବ୍ଦସାଗର) — 2. Name of a son of Baṡishṭha
- ସଂ. ବିଣ. ପୁଂ. (+ କର୍ତ୍ତୃ. ଅ) — ମତ୍ତ; ଉନ୍ମତ୍ତ — Maddened
- ସଂ. ବିଣ. ପୁଂ. (+ କର୍ତ୍ତୃ. ଅ) — ନିଶାରେ ଭୋଳ; ମତୁଆଳ — Intoxicated
- ସଂ. ବିଣ. ପୁଂ. (+ କର୍ତ୍ତୃ. ଅ) — ଆନନ୍ଦରେ ମତ୍ତ — Maddened with joy