ପ୍ରଭେଦ Prabheda

  • ସଂ. ବି. (ପ୍ର+ଭିଦ୍ ଧାତୁ=ଭେଦ କରିବା+ଭାବ. ଅ) — ପାର୍ଥକ୍ୟ; ବୈଲକ୍ଷଣ୍ୟ; ବିଭିନ୍ନତା; ବିଶେଷତ୍ୱ — Difference; distinction
  • ସଂ. ବି. (ପ୍ର+ଭିଦ୍ ଧାତୁ=ଭେଦ କରିବା+ଭାବ. ଅ) — ବିକାଶ; ପ୍ରସ୍ଫୁଟନ; ଫୁଟିବା — Blowing; opening
  • ସଂ. ବି. (ପ୍ର+ଭିଦ୍ ଧାତୁ=ଭେଦ କରିବା+ଭାବ. ଅ) — ବିଧି; ପ୍ରକାର; ରକମ — Kind; sort; manner
  • ସଂ. ବି. (ପ୍ର+ଭିଦ୍ ଧାତୁ=ଭେଦ କରିବା+ଭାବ. ଅ) — ଭେଦ କରି ବାହାରିବା — Coming out of a thing by piercing through it