ପ୍ରଭୁତ Prabhūta

  • ସଂ. ବିଣ (ପ୍ର+ଭୂ ଧାତୁ+କର୍ତ୍ତୃ. ତ) — ପ୍ରଚୁର; ଅତ୍ୟନ୍ତ; ଅଧିକ — Plentiful; various; much; excessive; abundant; multifarious
  • ସଂ. ବିଣ (ପ୍ର+ଭୂ ଧାତୁ+କର୍ତ୍ତୃ. ତ) — ଅତ୍ୟନ୍ତ ପ୍ରୟୋଜନୀୟ — Very important
  • ସଂ. ବିଣ (ପ୍ର+ଭୂ ଧାତୁ+କର୍ତ୍ତୃ. ତ) — ଉଚ୍ଚ; ଉନ୍ନତ — Lofty; high
  • ସଂ. ବିଣ (ପ୍ର+ଭୂ ଧାତୁ+କର୍ତ୍ତୃ. ତ) — ଉତ୍ପନ୍ନ — Born; produced
  • ସଂ. ବିଣ (ପ୍ର+ଭୂ ଧାତୁ+କର୍ତ୍ତୃ. ତ) — ଶାସିତ — Governed
  • ସଂ. ବିଣ (ପ୍ର+ଭୂ ଧାତୁ+କର୍ତ୍ତୃ. ତ) — ପରିପକ୍ୱ — Matured
  • ସଂ. ବିଣ (ପ୍ର+ଭୂ ଧାତୁ+କର୍ତ୍ତୃ. ତ) — ଅସାମାନ୍ୟ — Extraordinary; uncommon
  • ସଂ. ବିଣ (ପ୍ର+ଭୂ ଧାତୁ+କର୍ତ୍ତୃ. ତ) — ଉଦ୍ଗତ (ହି. ଶ) — Common